କେନାଲ ବନ୍ଧ ଭାଙ୍ଗି ଚାଷ ଜମି ଜଳମଗ୍ନ

କୋରାପୁଟ, ଜୟପୁର ଏକତାଗୁଡ଼ାରେ କେନାଲ ବନ୍ଧ ଭାଙ୍ଗି ଏକର ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି । ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଗତାକାଲି ରାତିରେ ହଠାତ୍‌ କୋଲାବ ଡ୍ୟାମର ପାଣି ମାଡ଼ି ଆସିଥିଲା । ଫଳରେ ଧନପୁର ସବମାଇରନ କେନାଲରେ ଘାଇ ହୋଇଯାଇଛି । ତେବେ କିଭଳି ବନ୍ଧ ଭାଙ୍ଗିଲା ସେ ନେଇ ଅନୁଧ୍ୟାନ ଚାଲିଛି । ଘଟଣାସ୍ଥଳରେ ଜୟପୁର ବିଧାୟକ ଓ ପୋଲିସ ପ୍ରଶାସନ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.