ଆସନ୍ତାକାଲି ବା ଶୁକ୍ରବାରଠାରୁ ରାଜଧାନୀ ସ୍ଥିତି ଏମ୍ସ ହସ୍ପିଟାଲର ଓପିଡ଼ି ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ଏମ୍ସ ନିଦେ୍ର୍ଧଶିକା । ଏହି ହସ୍ପିଟାଲର କିଛି କର୍ମଚାରୀ କରୋନା ପଜେଟିଭ ଚିହ୍ନ ହୋଇଥିବାରୁ ହସ୍ପିଟାଲରେ କର୍ମଚାରୀଙ୍କ ଅଭାବ ଦେଖା ଦେଇଛି । ତେଣୁ ଏହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଓପିଡ଼ି ବନ୍ଦ ରହୁଥିଲେ ହେଁ, ରୋଗୀଙ୍କ ସୁବିଧା ପାଇଁ ଟେଲି ମେଡ଼ିସିନ ସୁବିଧା ଯୋଗାଇ ଦିଆଯିବ । କାଜୁଆଲିଟି ଓ ଏମଜେନ୍ସି ସେବାରେ କୌଣସି ପ୍ରତିବନ୍ଧକ ନାହିଁ ।
ସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍ ଡ. ଏମ୍ଏସ୍ ସ୍ବାମୀନାଥନଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ