You are currently viewing ଆଜି ରାଜ୍ୟରୁ ୨,୦୭୦ କରୋନା ପଜିଟିଭ ଚିହ୍ନଟ, ୨୫୬୩ ସୁସ୍ଥ

ଆଜି ରାଜ୍ୟରୁ ୨,୦୭୦ କରୋନା ପଜିଟିଭ ଚିହ୍ନଟ, ୨୫୬୩ ସୁସ୍ଥ

ଭୁବନେଶ୍ୱର-୧୬.୦୭.୨୦୨୧, ଆଜି ରାଜ୍ୟରୁ ୨ ହଜାର ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୧୯୫ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୮୭୫ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୯ ଲକ୍ଷ ୪୯ ହଜାର ୯୨୯, ସୁସ୍ଥ ସଂଖ୍ୟା- ୯ ଲକ୍ଷ ୨୩ ହଜାର ୨୦୯, ସମୁଦାୟ ସକ୍ରିୟ ସଂଖ୍ୟା ୨୧ ହଜାର ୭୪୨ , ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୫୬୩ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।