ସଟଡାଉନରେ ରେଳ ଷ୍ଟେସନରୁ ଚାଲିବ ‘ମୋ ବସ’

ଭୁବନେଶ୍ବର-24.04.2021, ଆଜିଠାରୁ ରାଜ୍ୟର ସହରାଞ୍ଚଳର ସପ୍ତାହାନ୍ତ ସଟ୍‌ଡାଉନ ରହିବ । ଏଥିପାଇଁ ବନ୍ଦ ରହିବ ନିୟମିତ ବସ ସେବା । କେବଳ କିଛି ଯାତ୍ରୀଙ୍କୁ ରେଲୱେ ଷ୍ଟେସନରୁ ନେବା ପାଇଁ ଚାଲିବ ‘ମୋ ବସ୍’ ।କେବଳ ରେଲୱେ ଷ୍ଟେସନରୁ କଟକ ଓ ଖୋର୍ଦ୍ଧା ଯାଏ ‘ମୋ ବସ୍’ ସେବା ଚାଲିବ । ବିମାନବନ୍ଦରରୁ ରେଲୱେ ଷ୍ଟେସନ ସଟଲ ସେବା ମିଳିବ । ଏ ନେଇ ଟ୍ବିଟ୍ କରି CRUT ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.