ରାଜ୍ୟରେ କରୋନା ନେଲା ଆଉ ୧ ମୁଣ୍ଡ Breaking Newsଓଡିଶା By ANS ODIA Last updated Jan 13, 2021 0 ଭୁବନେଶ୍ୱର: ରାଜ୍ୟରେ ଆଜି ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧୮୯୫କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ କରି ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ମୃତକ ଜଣକ ହେଉଛନ୍ତି ଭୁବନେଶ୍ୱରର ୭୦ ବର୍ଷୀୟ ବୃଦ୍ଧ । 0 Share