ଭୁବନେଶ୍ବର-06.05.2021,ରାଜ୍ୟରେ ମାତିଛନ୍ତି ସାଇବର ଲୁଟେରା । ରାଜ୍ୟରେ ଗତ ଏପ୍ରିଲ ମାସରେ 1କୋଟି 19 ଲକ୍ଷ ରୁ ଉଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ସୂଚନା ରହିଛି । ଲକଡାଉନ ବେଳେ ଅତ୍ୟଧିକ ଅନଲାଇନ ଟଙ୍କା ଦେଣନେଣ ହେଉଥିବାରୁ ଏହା ଫାଇଦା ଉଠାଉଛନ୍ତି ଲୁଟେରା । ଏହା ଭିତରୁ କେବଳ ଭୁବନେଶ୍ବରରେ 74 ଲକ୍ଷ 5 ହଜାର 114 ଟଙ୍କା ରହିଛି । ଲୁଟେରାଙ୍କ ଆକାଉଣ୍ଟ ବ୍ଲକ କରି ମାତ୍ର 5 ଲକ୍ଷ 36 ହଜାର ଟଙ୍କା ସାଇବର ଲୁଟେରାଙ୍କଠୁ ଆଦାୟ କରିବାରେ ସକ୍ଷମ ହୋଇଛି ପୋଲିସ । UPI ମାଧ୍ୟମରେ ସବୁଠୁ ବେଶୀ 156ଟି ଠକେଇ ହୋଇଥିବାବେଳେ କ୍ରେଡିଟ କାର୍ଡ ଜରିଆରେ 80 ଟି ଠକେଇ ହୋଇଛି। ଏନେଇ ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ଡିସିପି ଉମାଶଙ୍କର ଦାଶ ପରାମର୍ଶ ଦେଇଛନ୍ତି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST