ନୂଆଦିଲ୍ଲୀ, ବନ୍ଦ ହୋଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କର ଅନଲାଇନ୍ ବ୍ୟାଙ୍କିଂ ସେବା । ଏନେଇ ବ୍ୟାଙ୍କ ତରଫରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । କିନ୍ତୁ ଏଟିଏମ୍ ଓ ପିଓସି ସେବା ଆଗଭଳି କାର୍ଯ୍ୟ କରୁଛି । ଖୁବ୍ ଶ୍ରୀଘ୍ର ପୂର୍ବପରି ସେବା ଯୋଗାଇ ଦିଆଯିବ ତେଣୁ ବ୍ୟାଙ୍କ ସହ ସହଯୋଗ କରନ୍ତୁ ବୋଲି ଟ୍ୱିଟରେ ପ୍ରକାଶ କରିଛି ଏସବିଆଇ ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି