You are currently viewing ଟ୍ୱିନସିଟିରେ ଗଣେଷ ପୂଜା ବନ୍ଦ!

ଟ୍ୱିନସିଟିରେ ଗଣେଷ ପୂଜା ବନ୍ଦ!

ଭୁବନେଶ୍ୱର, ଚଳିତ ବର୍ଷ କଟକ ଏବଂ ଭୁବନେଶ୍ୱରରେ ହେବନି ଗଶେଷ ପୂଜା । କରୋନା ମହାମାରୀ ହୁ ହୁ ହୋଇ ବୃଦ୍ଧି ଘଟୁଥିବା କାରଣରୁ ଏ ଦୁଇ ସହରରେ ପାଳନ କରାଯିବ ନାହିଁ ଗଶେଷ ପୂଜା । ଏନେଇ ଟ୍ୱିଟ ଜରୀଆରେ ସୂଚନା ଦେଇଛି କମିଶନେରେଟ ପୋଲିସ । ସୂଚନା ଥାଉକି, ପ୍ରତିବର୍ଷ ଗଶେଷ ପୂଜା ବେଶ୍ ଧୁମ୍‌ଧାମରେ ପାଳିତ ହୋଇଥାଏ ଟ୍ୱିନ ସିଟିରେ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଏସବୁର କିଛି ଆୟୋଜନ କରାଯିବ ନାହିଁ କିମ୍ବା କୌଣସିବି ପୂଜା ମଣ୍ଡପ ମଧ୍ୟ କରାଯାଇପାରିବ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।