You are currently viewing ଆଜି ରାଜ୍ୟରେ କୋଭିଡ଼ ଟିକାର ଡ୍ରାଏରନ୍‌

ଆଜି ରାଜ୍ୟରେ କୋଭିଡ଼ ଟିକାର ଡ୍ରାଏରନ୍‌

ଭୁବନେଶ୍ୱର, ସାରା ଭାରତ ବର୍ଷରେ ଆଜି ହେବ କୋଭିଡ଼ ଟିକାର ଡ୍ରାଏରନ୍‌ । ଆମ ରାଜ୍ୟରେ ୩୧ଟି ପଏଣ୍ଟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଡମି ଟିକା ଦିଆଯିବ । ଏଥିପାଇଁ ୩୧ଟି ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ପ୍ରସ୍ତୁତ ହୋଇଛି । ସେଥି ମଧ୍ୟରେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ରହିଛି । ପ୍ରତି ପଏଣ୍ଟରେ ୫ଜଣ ଭ୍ୟାକ୍ସିନେଟର ଓ ୨୫ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଟିକାକରଣ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।