ଭୁବନେଶ୍ୱର -୧୪.୦୫.୨୦୨୧, ଆଜି ହେଉଛି ପବିତ୍ର ‘ଇଦ୍’ ପର୍ବ । ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଏହା ଏକ ବଡ ପର୍ବ। ଇଦ୍’ ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଇଥାଏ । କିନ୍ତୁ କରୋନା ମହାମାରୀ ଯୋଗୁ ଏହି ପର୍ଵ ଫିକା ପଡିଛି । କରୋନା ସଂକ୍ରମଣ ବ୍ୟାପକ ହେଉଥିବାରୁ ଦେଶରେ ବିଭିନ୍ନ ରାଜ୍ୟରେ ଲକଡାଉନ ଓ ସଟଡାଉନ ଜାରି ରହିଛି । କୋଭିଡ୍ କଟକଣା ଯୋଗୁଁ ନିରାଡମ୍ବର ଭାବେ ଦେଶବ୍ୟାପୀ ଏହି ପର୍ବ ପାଳିତ ହେଉଛି । ମାସସାରା ଉପବାସ ରଖି ରମଜାନ ମାସ ପାଳିତ ହେବା ପରେ ଗତକାଲି ଚାନ୍ଦ ଦେଖି ରୋଜା ଭାଙ୍ଗି ମୁସଲିମ୍ ସଂପ୍ରଦାୟର ଲୋକମାନେ ଆଜି ଇଦ୍-ଉଲ୍-ଫିତର ପାଳନ କରୁଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ଲକଡାଉନ ଜାରି ରହିଛି । ଏନେଇ ଲୋକମାନେ ଘରେ ରହି ଇଦ ପର୍ବ ପାଳନ କରୁଛନ୍ତି । ତେବେ ମସଜିଦରେ ମଧ୍ୟ କରୋନା ପାଇଁ କଟକଣା ଲଗାଯାଇଛି । କରୋନା କଟକଣା ମଧ୍ୟରେ ମସଜିଦରେ ନମାଜ ପାଠ ହେଉଛି । ଇମାମଙ୍କ ସହ କେବଳ ୫ ଜଣ ନମାଜ ପାଠ କରିବାକୁ ଅନୁମତି ଦିଆଯାଇଥିଲା ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ