ଭୁବନେଶ୍ୱର, ପୁରୁଣା ରୋଗରୁ ମୁକ୍ତି ପାଉନାହିଁ ରାଜ୍ୟ କଂଗ୍ରେସ । ଏକଦା ଦୀର୍ଘଦିନ ଧରି ରାଜ୍ୟର ଶାସନ ଡୋରୀ ସମ୍ଭାଳୁଥିବା କଂଗ୍ରେସ ଦଳ ନିଜ ଭିତରେ ସଂଗଠନ କରିବା ପରିବର୍ତ୍ତେ ଗୋଷ୍ଠୀ କନ୍ଦଳରେ ମାତି ରହିଛନ୍ତି । କ୍ଷମତାଠାରୁ ୨୦ ବର୍ଷ ଧରି ବାହାରେ ରହିଥିଲେ ବି ସଂଗଠିତ ହୋଇପାରୁ ନାହିଁ କଂଗ୍ରେସ । ସାଧାରଣ ପରିଷଦ ବୈଠକ ଅବ୍ୟବହିତ ପୂର୍ବରୁ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ଠେଲା ପେଲା ସହ ହାତାହାତି ହୋଇଥିବାର ଜଣାପଡିଛି । ମିଳିଥିବା ତଥ୍ୟ ଅନୁଯାୟୀ ଗୋଟିଏ ଦଳ ଅଭିଯୋଗ କରିଛନ୍ତି ଯେ, ଅନ୍ୟ ଗୋଷ୍ଠୀଟି ଶାସକ ବିଜେଡି ସହ ସମ୍ପର୍କରେ ଅଛି । ଯାହାଫଳରେ କଂଗ୍ରେସ ସମର୍ଥନ ଦୁର୍ବଳ ହେଉଛି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍