ରଣପୁର, ନବବର୍ଷ ଉପଲକ୍ଷେ ରଣପୁର ବାର ଆସୋସିଏସନ ତରଫରୁ, ବାର ଆସୋସିଏସନ ପରିସରରେ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ବିଚାରବିଭାଗୀୟ ଅଧିକାରିଣୀ ଇପ୍ସିତା ନନ୍ଦଙ୍କୁ ଫୁଲ ତୋଡ଼ା ଦେଇ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । ବାର ସଭାପତି ଆଡଭୋକେଟ ସୂର୍ୟ୍ୟନାରାୟଣ ମହାପାତ୍ର, ସମ୍ପାଦକ ସତ୍ୟରଞ୍ଜନ ମତା , ଉମେଶରଞ୍ଜନ ସାହୁ ସହ ସମ୍ପାଦକ, ପ୍ରେମନାଥ ମହାପାତ୍ର ପ୍ରମୁଖସଭ୍ୟ ମାନେ ଉପସ୍ଥିତ ଥିଲେ ।
ଏତଦ୍ ବ୍ୟତୀତ ବରିଷ୍ଠ ଆଇନଜୀବୀ ତୁଷାର ପଟ୍ଟନାୟକ ,ପ୍ରଦୀପ ପାଣିଗ୍ରାହୀ ଓ ପ୍ରଦୀପ ବେହେରା ନବବର୍ଷ ସମସ୍ତଙ୍କ ପାଇଁ ଏକ ନୂତନ ସମ୍ଭାବନାର ବର୍ଷ ହେଉ ବୋଲି ଭାଗବନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ