ପୁରୀ (ଏଏନଏସ)୧୮/୦୩, ମହାପ୍ରଭୁ ଶ୍ରୀଅଙ୍ଗ ପ୍ରତି ଘନଉଛି ବିପଦ । ଗର୍ଭଗୃହରେ ଅନ୍ଧାରର ସୁଯୋଗ ନେଇ ମୂଷା କରୁଛନ୍ତି ଉତ୍ପାତ । ମୂଷାଙ୍କ ନିରାକରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅତ୍ୟାଧୁନିକ ମୂଷା ଧରା ମେସିନ୍ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିର ଭିତରେ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଲଗାଯାଇଛି । ତେବେ ଏହି ମେସିନ୍ରେ ଏକ ବିପ୍ ଶଦ୍ଦ ବାହାରୁଥିବାରୁ ଠାକୁରଙ୍କ ଶୟନରେ ଏହା ବାଧା ସୃଷ୍ଟି କରିବ ବୋଲି ସେବାୟତ ପ୍ରଶ୍ନ ଉଠାଇଛନ୍ତି । ମହାପ୍ରଭୁଙ୍କ ଶୟନ ସମୟରେ ଜୟ ବିଜୟ ଦ୍ୱାର ଠାରୁ ଗର୍ଭଗୃହ ସମ୍ପୂର୍ଣ୍ଣ ଭାବେ ଅନ୍ଧାର ରହିବା ସହ ପୂରା ପରିବେଶ ନିସ୍ତଦ୍ଧ ରହିବାର ବିଧି ରହିଛି । ତେଣୁ ମେସିନରୁ ଶଦ୍ଧ ବାହାରୁଥିବାରୁ କିଛି ସେବାୟତ ଏହାକୁ ବିରୋଧ କରିଛନ୍ତି ।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ