ଭୁବନେଶ୍ୱର, ଏଣିକି ମିସ୍କଲ୍ କଲେ ମିଳିବ ଗ୍ୟାସ । ନୂଆବର୍ଷରେ ନୂଆ ଉପାହାର ଦେଇଛନ୍ତି କେନ୍ଦ୍ରୀୟ ପେଟ୍ରୋଲିମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେବଳ ସହ ଗ୍ୟାସ୍ ସଂଯୋଗ ନୁହେଁ, ବରଂ ଗ୍ୟାସ୍ ରିଫିଲିଂ ମଧ୍ୟ କରିହେବ ।୮୪୫୪୯୫୫୫୫୫ ନମ୍ବରରେ ମିସ୍ କଲ୍ କରି ବୁକ୍ କରିହେବ ନୂଆ ଗ୍ୟାସ ।
ମିସ୍କଲ୍ କଲେ ପହଁଞ୍ଚିବ ଗ୍ୟାସ
- Post published:January 1, 2021
- Post category:ଓଡିଶା / ତାଜା ଖବର / ଦେଶ-ବିଦେଶ / ବାଣିଜ୍ୟ
- Reading time:1 mins read