ରାଜ୍ୟପାଳଙ୍କୁ କରୋନା Post published:November 2, 2020 Post category:ଓଡିଶା / ତାଜା ଖବର Reading time:1 mins read ଭୁବନେଶ୍ୱର, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟପାଳ ଓ ତାଙ୍କ ପତ୍ନୀ ଉଭୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ରାଜ୍ୟପାଳଙ୍କ ଟୁଇଟରରେ ସୂଚନା ଦିଆଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନମୂନା ପରୀକ୍ଷା କରାଇନେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । Hon'ble Governor and first lady have tested corona positive and have advised all who have come in close contact recently to get themselves tested.— Governor Odisha (@GovernorOdisha) November 2, 2020 ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ୯୯୮ ଗାଁର ରାଜସ୍ୱ ମାନ୍ୟତା ରଦ୍ଦ December 1, 2022 ଲଗାତାର ବର୍ଷାକୁ ନେଇ ସ୍କୁଲ ଛୁଟି ଘୋଷଣା କଲେ ସରକାର August 2, 2023 ଭୁବନେଶ୍ୱରରେ ଗଡିବ ଇ-ବସ୍ ଓ ଇ-ରିକ୍ସା July 28, 2022 ୪୮ଘଣ୍ଟାରେ ନେବ ଅବପାତର November 19, 2022