ଭୁବନେଶ୍ୱର, ବିଧାନସଭା ଅଧିବେଶନ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଲଗାତାର ପଞ୍ଚମ ଦିନରେ ଶାସକ ଦଳ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି । ଗୃହର ମଧ୍ୟ ଭାଗକୁ ଆସି ହୋ-ହାଲ୍ଲା କରିଛନ୍ତି ଶାସକ ଦଳ ଓ ବିରୋଧୀ ଦଳ । ମଣ୍ଡି ଅବ୍ୟବସ୍ଥାକୁ ପ୍ରସଙ୍ଗ ଓ ବିଧାୟକ ସୁବାସ ପାଣୀଗ୍ରାହୀଙ୍କ କ୍ଷମା ମାଗିବା ଦାବି ନେଇ ଗୃହ ମଧ୍ୟରେ ହଟ୍ଟଗୋଳ ହୋଇଛି ।ଏନେଇ ଗୃହକୁ ଦିନ ୧୨ ଟା ଯାଏ ମୁଲତବୀ ଘୋଷଣା କରିଛନ୍ତିବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର । ଗୃହ ମୁଲତବୀ ପରେ ବିଧାନସଭାରୁ ରାଜଭବନକୁ ବିଜେଡି ବିଧାୟକମାନେ ଗସ୍ତ କରିଛନ୍ତି । ବିଧାୟକ ସୁବାସ ପାଣୀଗ୍ରାହୀ କ୍ଷମା ମାଗିବା ଦାବିରେ ରାଜ୍ୟପାଳଙ୍କୁ ଫେରାଦ ହେବେ ବିଧାୟକ ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST