ଭୁବନେଶ୍ୱର, ଭୁବନେଶ୍ୱରରେ ଆସି ପହଞ୍ଚିଲା କରୋନା ଟିକା ‘କୋଭିସିଲ୍ଡ’ । ମହାରାଷ୍ଟ ପୁଣେର ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଭୁବେନଶ୍ୱର ଆସଛିି । ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଆସିଲା ଟିକା। ସ୍ପାଇସ ଜେଟ୍ ବିମାନରେ ୪ ଲକ୍ଷ ୮ ହଜାର ଡୋଜ୍ ଟିକା ଆସିଛି । ତେବେ ରାଜ୍ୟ ଟିକା ସଂଗ୍ରାହଳୟରେ କୋଭିସିଲ୍ଡ ଟିକା ରହିବ ବୋଲି ପୂର୍ବରୁ ସ୍ଥିର ହୋଇଛି । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ