You are currently viewing ଜେଲରୁ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର

ଜେଲରୁ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

ଭଞ୍ଜନଗର(ଏଏନଏସ)୨୧/୧୧, ଭଞ୍ଜନଗର ସବ୍ ଜେଲରୁ ଜଣେ ବିଚାରଧୀନ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର। ଜେଲ୍ ର ଗାଧୁଆ ଘରୁ ମୃତଦେହ ଉଦ୍ଧାର ପରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଛି । ପୁରୁଣା ୱାରେଣ୍ଟ ବଳରେ ଗିରଫ ହୋଇ ସେ ଭଞ୍ଜନଗର ସବ୍ ଜେଲରେ ଥିଲା। ତେବେ ଏଯାଏ ମୃତ୍ଯୁର କାରଣ ଅସ୍ପଷ୍ଟ ରହିଥିବା ନେଇ ଭଞ୍ଜନଗର ଥାନାଧିକାରୀଙ୍କ ଠାରୁ ସୂଚନା ମିଳିଛି । ମୃତକ ହେଉଛନ୍ତି ଡୁମାକୁମ୍ପା ଗାଁର ତୋଫାନ ନାଇକ ।

ଅନ୍ୟମାନଙ୍କୁ ଜଣାନ୍ତୁ।