You are currently viewing ହାରିଲେ ମନ୍ତ୍ରୀ ଅଶୋକ ପଣ୍ଡା  : ୨୫ଶହରୁ ଉର୍ଦ୍ଧ ଭୋଟରେ ପରାସ୍ତ

ହାରିଲେ ମନ୍ତ୍ରୀ ଅଶୋକ ପଣ୍ଡା : ୨୫ଶହରୁ ଉର୍ଦ୍ଧ ଭୋଟରେ ପରାସ୍ତ

ଏଏନଏସ : ରାଜ୍ୟ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିର୍ବାଚନ ହାରି ଯାଇଛନ୍ତି। ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଥିବା ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦିତା ବିଜେପିର ବାବୁ ସିଂଙ୍କ ଠାରୁ ୨୫ଶହରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିବା ଜଣା ପଡିଛି।

ଅନ୍ୟପଟେ ବରଗଡ ବିଧାନସଭାର ବିଜେପି ପ୍ରାର୍ଥୀ ଅଶ୍ୱନୀ ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ବାଙ୍କିରୁ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ, ଆଳିରୁ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ, ଲକ୍ଷ୍ମୀପୁର ବିଧାନସଭାରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉନ୍ତ, ଵରିରୁ ବିଜେଡି ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକ, ଚିଲିକା ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ , କଟକ ସଦର ବିଜେପି ପ୍ରାର୍ଥୀ ପ୍ରକାଶ ସେଠି , ଖୋର୍ଦ୍ଧା ବିଜେପିରୁ ପ୍ରଶାନ୍ତ ଜଗଦ୍ଦେବ, ଭୁବନେଶ୍ୱର ଉତ୍ତରରୁ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ,କୋରାପୁଟ ବିଧାନସଭା ପ୍ରାର୍ଥୀ ରଘୁରାମ ମାଛ ବିଜୟୀ ହୋଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।