You are currently viewing ମୋବାଇଲ ଚୋରି ଅଭିଯୋଗରେ ୨ ଗିରଫ

ମୋବାଇଲ ଚୋରି ଅଭିଯୋଗରେ ୨ ଗିରଫ

ପୁରୀ-୧୯.୦୯.୨୦୨୧, ପୁରୀ ସହରରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଓ ଅପରାଧିକ କାର୍ଯ୍ୟ। ଏହା ଉପରେ ରୋକ ଲଗାଇବା ପାଇଁ ପୁରୀ ଜିଲ୍ଲା ଏସ୍ପି କେ. ଵିଶାଲ ସିଂ ନିଜର ପ୍ରୟାସ ଜାରି ରଖିଛନ୍ତି। ମୋବାଇଲ ଚୋରି ଅଭିଯୋଗରେ କୁମ୍ଭାରପଡ଼ା ପୋଲିସ ଦ୍ୱାରା ୨ ଅଭିଯୁକ୍ତ ଗିରଫଙ୍କୁ ଗିରଫ ହୋଇଛନ୍ତି । ଏଥି ମଧ୍ୟରେ ଶନିବାର କୁମ୍ଭାରପଡ଼ା ଥାନା ବିଶେଷ ସୂତ୍ରରୁ ଖବର ପାଇ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ୨ ଅଭିଯୁକ୍ତ ହେଲେ ବିଶ୍ୱଜିତ ମହାନ୍ତି ଓ ସୁନୀଲ କୁମାର ମହାନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।