ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଚିଠି ସହ କରୋନା କଟକଣା ଉଲ୍ଲଂଘନ ନେଇ ଅପରାଜିତା ଫଟୋ ମଧ୍ୟ ପଠାଇଛନ୍ତି । ଚିଠିରେ ସେ ଲେଖିଛନ୍ତି ଯେ, ଯଦିଓ ଏପର୍ଯ୍ୟନ୍ତ ତାଙ୍କ ଅଫିସରେ କିମ୍ବା କୌଣସି ସହଯୋଗୀଙ୍କ ଠାରେ କୋଭିଡ ଲକ୍ଷଣ ପ୍ରକାଶ ପାଇନାହିଁ ତଥାପି ମଧ୍ୟ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କ କାର୍ଯ୍ୟାଳୟ ସିଲ କରିଦିଆଯାଇଛି। କୋଭିଡ ନିୟମ ଉଲ୍ଲଂଘନରେ ପକ୍ଷପାକ୍ଷିତା ନେଇ ଅପରାଜିତା ଅଭିଯୋଗ କରିଛନ୍ତିି ।

Leave A Reply

Your email address will not be published.