You are currently viewing ବିଧାନସଭାର ବିଜୟୀ ପ୍ରାର୍ଥୀଙ୍କ ନାମ

ବିଧାନସଭାର ବିଜୟୀ ପ୍ରାର୍ଥୀଙ୍କ ନାମ

ଏଏନଏସ : କୁଚିଣ୍ଡା ବିଜେପି ପ୍ରାର୍ଥୀ ରବି ନାୟକ ବିଜୟୀ। ଭୁବନେଶ୍ୱର ମଧ୍ୟରୁ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ଵରୀରୁ ବିଜେଡି ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକ , ଚିତ୍ରକୋଣ୍ଡାରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ବିଜୟ ହାସଲ କରିଥିବାର ଖବର ମିଳିଛି । କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଅଚ୍ୟୁତ ସାମନ୍ତଙ୍କ ଠାରୁ ୭ହଜାରରୁ ଅଧିକ ଭୋଟରେ ଆଗୁଆ ଥିବା ଜଣାପଡିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।