navin-patnaik

କଣ୍ଟାବାଞ୍ଝିରୁ ହାରିଲେ ନବୀନ : ହିଞ୍ଜିଳିରେ ଆଗୁଆ

ଏଏନଏସ : ବଲାଙ୍ଗୀରି ଜିଲ୍ଲାର କଣ୍ଟାବାଞ୍ଝିରୁ ହାରିଲେ ନବୀନ ପଟ୍ଟନାୟକ। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ହାରିଥିବା ଜଣା ପଡିଛି । ସୂଚନାଥାଉକି ନବୀନ ଦୁଇଟି ଜାଗା ଯଥା ହିଞ୍ଜିଳି ଓ କଣ୍ଟାବାଞ୍ଝିରୁ ପ୍ରାର୍ଥୀ ହୋଇଥିଲେ। ତେବେ ହିଞ୍ଜିଳି ଆସନରେ ମୁଖ୍ୟମନ୍ତ୍ରୀ ଏବେ ସୁଦ୍ଧା ମିଳିଥିବା ତଥ୍ୟ ମୁତାବକ ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କୁ ଠାରୁ ଆଗୁଆ ଥିବା ବେଳେ କଣ୍ଟାବାଞ୍ଝି ଆସନରୁ ପରାସ୍ତ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।