You are currently viewing ଆଜି ରାଜ୍ୟରୁ ୩୧୫ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୩୧୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଆଜି ରାଜ୍ୟରୁ ୩୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୮୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୩୪ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୨୦, ବାଲେଶ୍ୱର ୧୫ ,ବରଗଡ଼ ୧୪, ଭଦ୍ରକ ୧ ,ବଲାଙ୍ଗୀର ୪୦, କଟକ ୪୧, ଦେଓଗଡ ୨, ଢ଼େଙ୍କାନାଳ ୧, ଗଞ୍ଜାମ ୩ ,ଜଗତସିଂହପୁର ୫, ଯାଜପୁର ୧୫, ଝାରସୁଗୁଡା ୭ , କଳାହାଣ୍ଡି ୨, କେନ୍ଦ୍ରାପଡା ୧୦, କେନ୍ଦୁଝର ୭, ଖୋର୍ଦ୍ଧା ୨୪, କୋରାପୁଟ ୩, ମାଲକାନଗିରି ୨, ମୟୁରଭଞ୍ଜ ୧୭, ନବରଙ୍ଗପୁର ୩, ନୟାଗଡ ୪, ନୂଆପଡା ୨୬, ପୁରୀ ୧ , ରାୟଗଡା ୧, ସମ୍ବଲପୁର ୨୬, ସୋନପୁର ୨, ସୁନ୍ଦରଗଡ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୯୬୨୧, ସୁସ୍ଥ ସଂଖ୍ୟା ୩୨୫୧୦୩, ସମୁଦାୟ ସକ୍ରିୟ ସଂଖ୍ୟା ୨୫୯୨, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୨୮ ।

ଅନ୍ୟମାନଙ୍କୁ ଜଣାନ୍ତୁ।