You are currently viewing ଭୁବନେଶ୍ୱରରେ ଡିସିପି ଭାବେ ଦାୟିତ୍ୱ ନେବେ ଉମାଶଙ୍କର ଦାଶ

ଭୁବନେଶ୍ୱରରେ ଡିସିପି ଭାବେ ଦାୟିତ୍ୱ ନେବେ ଉମାଶଙ୍କର ଦାଶ

ଆଜି ଟ୍ୱିନ ସିଟିରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ନୂଆ ଡିସିପି । ଭୁବନେଶ୍ୱରରେ ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କରିବେ ଉପାଶଙ୍କର ଦାଶ । ଡିସିପିଙ୍କୁ ଦାୟିତ୍ୱ ଦେବା ପାଇଁ ପୋଲିସ ସେବା ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।