ଭୁବନେଶ୍ୱର, ରାଜ୍ୟରେ ଟିକାକରଣ କାର୍ଯ୍ୟ ସଫଳତାର ସହ ଜାରି ରହିଛି । ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି ଯେ, ଆମେ ରାଜ୍ୟ ଭାବେ ଟିକାକରଣରେ ପ୍ରଥମ ସ୍ଥାନରେ ଅଛୁ । କାରଣ ପ୍ରଥମ ସ୍ଥାନରେ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ରହିଛି । ତେଣୁ ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ ଟିକାକରଣ କାର୍ଯ୍ୟ ଭଲ ଚାଲିଛି । ଯେଉଁ ସ୍ବାସ୍ଥ୍ୟ କର୍ମୀ ଟିକା ନେଉନଥିଲେ ଏବେ ସେମାନେ ଟିକା ନେଉଛନ୍ତି । କାଲି ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଛନ୍ତି । ଆଉ ୧ ଲକ୍ଷ ୪୪ ହଜାର ୬୪୨ ଜଣ ଟିକା ନେବେ । ଜାନୁଆରି ୩୧ରୁ ଫେବ୍ରୁଆରି ୨ ଯାଏ ୩ ଦିନ ପୋଲିଓ ଟିକା ଦିଆଯିବାକୁ ଥିବାରୁ କୋରୋନା ଟିକାକରଣ ବନ୍ଦ ରହିବ। ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ପ୍ରଥମ ଡୋଜ୍ ସମସ୍ତଙ୍କୁ ଦିଆଯିବ’
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ