ଭୁବନେଶ୍ୱର, ରାଜ୍ୟରେ ଥିବା ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଙ୍ଗ୍ ଓ ବୃତ୍ତିଗତ ମହାବିଦ୍ୟାଳୟ ଏବଂ ଡିପ୍ଲୋମା/ପୋଷ୍ଟ୍ ଡିପ୍ଲୋମା ପ୍ରତିଷ୍ଠାନଗୁଡ଼ିକୁ ଜାନୁଆରି ୧୧ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରଶାସନ ଅଧୀନରେ ଥିବା ଏହି ସବୁ ପ୍ରତିଷ୍ଠାନଗୁଡ଼ିକ ୧୧ ଜାନୁଆରିରୁ ପିଜି, ୟୁଜି ଓ ଡିପ୍ଲୋମା କରୁଥିବା ଶେଷବର୍ଷ ଶିକ୍ଷାର୍ଥୀଙ୍କ ପାଇଁ କ୍ଲାସ୍ରୁମ୍ରେ ଶିକ୍ଷାଦାନ ଆରମ୍ଭ କରାଯିବ। ଏଥିନିମନ୍ତେ ସରକାର ଏସ୍ଓପି ମଧ୍ୟ ଜାରି କରିଛନ୍ତି।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି