ଭୁବନେଶ୍ୱର, ଲିଙ୍ଗରାଜ ମନ୍ଦିର ନିକଟରେ ମାଟିତଳୁ ବାହାରିଛି ମନ୍ଦିର ଭଳି ଢାଞ୍ଚା । ତେବେ ସୂଚନା ଥାଉ କି ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ଚାରିପାଖେ ମାଟିଖୋଳା କାର୍ଯ୍ୟ ଜାରି ରହିଥିଲା | ଏବେ ମାଟି ଖୋଲିବା ବେଳେ ସେଠାରୁ କିଛି ପୁରୁଣା ମନ୍ଦିରର ଭଗ୍ନାବଶେଷ ମିଳିଛି | ଶୁଆସାରୀ ମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ଏହି ପୁରାତନ ମନ୍ଦିରର ସନ୍ଧାନ ମିଳିଛି । ମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିବା ସହ ଉନ୍ନତ ଧରଣର କରି ବିଶ୍ୱରେ ଶ୍ରେଷ୍ଠ ପରିଚୟ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ | ତେବେ ମନ୍ଦିର ଚାରିପାଖରେ ୧୨ ଫୁଟ ଗଭୀର ଖୋଳା ସରିଲାଣି । ଏହି ଭଗ୍ନାବଶେଷ ବାସ୍ତବରେ କଣ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଏହା କଣ ତାହା ସ୍ପଷ୍ଟ ହେବ |
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍