ଭୁବନେଶ୍ୱର, ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ଟଙ୍କା ଠକେଇ ଅଭିଯୋଗରେ ସେ ଗିରଫ ହୋଇଥିଲେ । ସେ ଅନେକ ରୋଗରେ ପିଡ଼ୀତ ଥିଲେ ବୋଲି ସୂଚନାରୁ ଜଣାପଡ଼ିଛି । ଜେଲରେ ତାଙ୍କର ସଠିକ୍ ଚିକିତ୍ସା ହେଉନଥିଲା ଏବଂ ମେଡ଼ିସିନ ଦିଆଯାଉନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । କିନ୍ତୁ ଏପର୍ଯ୍ୟନ୍ତ କାରାଗାର ଅଧିକାରୀମାନେ ମୃତ୍ୟୁର କାରଣ ସ୍ପଷ୍ଟ କରିନାହାଁନ୍ତି । ସୂଚନାଥାଉକି, ମୃତକ ଜଣଙ୍କ ହେଉଛନ୍ତି ହୋଟେଲ ସୋଲାନ ଇନ ମାଲିକ କମଳାକାନ୍ତ ଦାସ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ