WINTER

ରାଜ୍ୟବାସୀଙ୍କୁ ଆଶ୍ୱସ୍ତି, କାଲିଠୁ କମିବ ଶୀତର ପରିମାଣ 

ଭୁବନେଶ୍ୱର (ଏଏନଏସ): ଆସନ୍ତାକାଲିଠାରୁ ରାଜ୍ୟରେ ଶୀତ କମିବ। ରାଜ୍ୟବାସୀଙ୍କ ମିଳିବ ଆଶ୍ୱସ୍ତି। କିନ୍ତୁ ଏଥି ସହ କୁହୁଡ଼ି ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୩ ଓ ୨୪ ତାରିଖ ସକାଳେ କୁହୁଡ଼ିର ମାତ୍ରା ଅଧିକ ରହିବ ବୋଲି ସତର୍କତା ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ଘନକୁହୁଡ଼ି ଦେଖା ଦେବ।

ଅନ୍ୟମାନଙ୍କୁ ଜଣାନ୍ତୁ।