ବାହ୍ୟଜଗତରୁ ବିଚ୍ଛିନ୍ନ ମାଲକାନଗିରି

ମାଲକାନଗିରି, ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ମାଲକାନଗିରିର ଅନେକାଂଶ ଅଞ୍ଚଳ । ୪ଦିନ ହେବ ଲଗାଣ ବର୍ଷା ଯୋଗୁଁ ଏଭଳି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୂତାବକ, ପ୍ରାୟ ସ୍ଥାନର ବ୍ରିଜ ଉପରେ ଜଳ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ଏତେମାତ୍ରାରେ ଜଳ ଯୋଗୁଁ ଜନସାଧାରଣଙ୍କ ଜୀବନଯାତ୍ରା ବ୍ୟାପକ ଭାବେ ପ୍ରଭାବିତ ହେଉଛି ।

Leave A Reply

Your email address will not be published.