ସୁକିନ୍ଦା, ୬ ଦିନ ପୂର୍ବରୁ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ସୁକିନ୍ଦା ଅଞ୍ଚଳରେ । ୬ଦିନ ପୂର୍ବରୁ ଗ୍ରାମର ନବକୀଶୋର ଓଝା ନାମକ ଜଣେ ବୟସ୍କ ବ୍ୟକ୍ତି ସୁକିନ୍ଦା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ପରେ ସେ ଆଉ ଫେରିନଥିଲେ । ନଦୀରେ ଭାସି ଯାଇଥିବା ସନ୍ଦେହ କରି ଦମକଳ ବାହିନୀକୁ ଘର ଲୋକ ଖବର ଦେଇଥିଲେ । କିନ୍ତୁ ଦୀର୍ଘ ୬ଦିନ ହେଲା ତାଙ୍କର କୌଣସି ପତ୍ତା ମିଳୁନଥିଲା । ଆଜି ତାଙ୍କ ମୃତ ଦେହ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଜୋକୋଡ଼ିଆ ନଦୀଗଣ୍ଡ ନିକଟରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ପରିବାର ଲୋକଙ୍କ ସହାୟତାରେ ଶବ ଚିହ୍ନଟ ପରେ ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ଯାଜପୁର ପୋଲିସ ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି