ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ରାଉରକେଲାର ବାସନ୍ତୀ କଲୋନିର ଏକ ଘରେ ଅଗ୍ନିକାଣ୍ଡ ଘଟିଛି । ରାତ୍ରିରେ ପରିବାର ଲୋକେ ଶୋଇଥିବା ସମୟରେ ଘରେ ନିଆଁ ଲାଗିଯାଇଥିଲା ଯେଉଁକାରଣରୁ ଘର ଗ୍ୟାରେଜରେ ଥିବା ଗୋଟିଏ କାର୍, ଦୁଇଟି ବାଇକ୍, ୩ଟି ସାଇକେଲ ସହ ଲକ୍ଷାଧିକ ଟଙ୍କାର ଘରର ଅନ୍ୟାନ୍ୟ ଆସବାବପତ୍ର ପୋଡି ପାଉଁଶ ହେଇଯାଇଛି କିନ୍ତୁ ଘରେ ଥିବା ଲୋକେ ଅଗ୍ନିକାଣ୍ଡରେ ନିହତ ହୋଇନାହାନ୍ତି । ଏହି ଅଗ୍ନିକାଣ୍ଡ ଗ୍ୟାରେଜରୁ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ କର୍ମଚାରୀ ଘଟରାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି