ଭୁବନେଶ୍ୱର, ଲୋକଙ୍କୁ ସେବା ଯୋଗାଇବାକୁ ସର୍ତ୍ତମୂଳକ ଭାବେ ଖୋଲିବ ଆରଟିଓ । ଏନେଇ ସମସ୍ତ ଆରଟିଓଙ୍କୁ ପରିବହନ କମିଶନର ନିର୍ଦ୍ଦେଶ ଦିଆଯାଇଛି । ଆରସି, ଫିଟନେସ ସାର୍ଟିଫିକେଟ ଓ ମାଲିକାନା ପରିବର୍ତ୍ତନ ପାଇଁ ଅନୁମତି ଦିଆଯାଇଛି । ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ, ଅଗଷ୍ଟ ୩୧ ଯାଏ ଆରଟିଓରେ ରିନ୍ୟୁଆଲ ଓ ନାମ ପରିବର୍ତ୍ତନ କାମ ହେବ । ଡିଏଲ କିମ୍ବା ଆରଟିଓ ସମ୍ବଦ୍ଧିତ ଡକ୍ୟୁମେଣ୍ଟ ହଜିଥିଲେ ଡୁପ୍ଲିକେଟ ଦିଆଯିବ । ଏହା ଛଡା ଆରଟିଓରେ ସମସ୍ତ କାର୍ଯ୍ୟ ବନ୍ଦ ରହିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ