You are currently viewing କରୋନା କବଳରେ ବିଜପେି ରାଜ୍ୟ ସଭାପତି

କରୋନା କବଳରେ ବିଜପେି ରାଜ୍ୟ ସଭାପତି

ଭୁବନେଶ୍ୱର, କରୋନା କବଳରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସେ ଏବେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଥିବା ସୂଚନା ମିଳିଛି । କରୋନା ଲକ୍ଷଣ ଦେଖା ଯିବାରୁ ମୁଁ ଟେଷ୍ଟ କରାଇଥିଲି । ମୋର ରିପୋର୍ଟ ପଜେଟିଭ ଆସିଛି । ମୋ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇନେବାକୁ ଅନୁରୋଧ । ଏକଥା ଲେଖି ଟ୍ୱିଟ ମାଧ୍ୟମରେ ପୋଷ୍ଟ କରିଛନ୍ତି ସମୀର ମହାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।