ଭୁବନେଶ୍ୱର, ରାଜଭବନ ନିକଟ ପେଟ୍ରୋଲ ପମ୍ପ ସିଲ୍ କଲା ଆଇଓସିଏଲ୍। ପାଖରେ ଥିବା ସିସିଟିଭି ଯାଞ୍ଚ ରୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ ତଥ୍ୟ। ତଦନ୍ତ ଜୋରଦାର ଚାଲିବା ସାଙ୍ଗକୁ ଅଙ୍ଗପ୍ରତ୍ୟଙ୍ଗ ଚିହ୍ନଟ କରିବା ନିମନ୍ତେ ଡିଏନଏ ପରୀକ୍ଷା ମଧ୍ୟ କରାଯିବ ବୋଲି ସୂଚନା ମିଳିଛି। ପ୍ରକାଶ ଥାଉକି, ଗତ ୭ ତାରିଖ ଦିନ ରାଜଭବନ ନିକଟ ପେଟ୍ରୋଲ ପମ୍ପ ରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ