ଜବତ ହେଲା ନକଲି ସସ୍

କଟକ, ଆଜି ଜବତ ହୋଇଛି ନକଲି ସସ୍। କଟକର ଜଗତପୁର ଅଞ୍ଚଳରୁ ଏହା ବିପୁଳ ପରିମାଣରେ ଜବତ ହୋଇଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ଜଗତପୁର ପୋଲିସ ଉକ୍ତ ସ୍ଥାନରେ ଚଢାଉ କରିଥିଲା। ପରେ ସେଠାରୁ ବିପୁଳ ପରିମାଣରେ ନକଲି ଟମାଟୋ ଓ ଚିଲ୍ଲି ସସ୍ ଜବତ କରିଛି ପୋଲିସ। ତେବେ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଜଗତପୁର ପୋଲିସ।

Leave A Reply

Your email address will not be published.