ମାଲକାନଗିରି, ମାଲକାନଗିରି ବିଏସଫକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲରେ ବିଏସଫ ବାଟାଲିୟନର ଯବାନମାନେ ୨୧ କିଲୋଗ୍ରାମ୍ ଜିଲୋଟିନ୍ ଜବତ କରିଥିବା ଜଣାଯାଇଛି । ଗତକାଲି ୭୬ ବିଏସଫ ବାଟାଲିୟନର ଯବାନ କମ୍ବିଂ ଅପରେସନ୍ କରୁଥିବା ବେଳେ ଜଙ୍ଗଲରେ ଜିଲୋଟିନ ରଖାଯାଇଥିବା ନେଇ ଖବର ପାଇଥିଲେ। ଏହାପରେ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ବସ୍ତାରେ ଭର୍ତ୍ତି ହୋଇ ପାହାଡ଼ ନିକଟରେ ଲୁଚାଯାଇଥିବା ଜିଲୋଟିନ ଜବତ କରିଥିଲେ ଯବାନ।’ ମାଓବାଦୀମାନେ ଏହାକୁ ଲ୍ୟାଣ୍ଡମାଇନରେ ବ୍ୟବହାର କରି ପୁଲିସକୁ ଟାର୍ଗେଟ କରିଥାନ୍ତି ବୋଲି ଜଣାଯାଇଛି।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ