ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ | ୩ଦିନ ହେବ ଏହି ସମ୍ମିଳନୀ |୬୨ତମ ପୋଲିସ ଅଧିକାରୀ ସମ୍ମିଳନୀରେ ଡିଜିପିଙ୍କ ସୂଚନା, ଓଡ଼ିଶାରେ କମିଛି ଅପରାଧ; ବର୍ଷକରେ ୩୩ ମାଓବାଦୀ ଗିରଫ,୨୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି | ଗଞ୍ଜେଇ ଓ ବ୍ରାଉନସୁଗାର କାରବାରରେ ରୋକ୍ ଲଗାଯାଇଛି, ରାଜ୍ୟରୁ ବର୍ଷକରେ ଜବତ ହୋଇଛି ୩୪ କେଜି ବ୍ରାଉନସୁଗାର | ଅନୁଗୁଳ, କେନ୍ଦୁଝର ଓ କୋରାପୁଟ ଏସ୍ପିଙ୍କୁ ଅଭୟ ପ୍ରଶଂସା କରିଛନ୍ତି |ଆହୁରି ମଧ୍ୟ ପୋଲିସ ବିଭାଗ ସ୍ଵଛତା ପାଇଁ 5T କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଡିଜିପି, ପ୍ଲାଜମା ଦାନ କରିଥିବା ୯୦୦ ପୋଲିସଙ୍କୁ ବି ଅଭୟଙ୍କ ପ୍ରଶଂସା କରିଛନ୍ତି |ତେବେ ୩ଦିନ ହେବାକୁ ଥିବା ଏହି ସମ୍ମିଳନୀରେ ଆସନ୍ତା କାଲି ଦ୍ଵିତୀୟ ଦିନରେ ସିଡିଏସ ବିପିନ ରାଓ୍ଵତ ଭରଚୁଆଲରେ ନିଜ ଅଭିଭାଷଣ ରଖିବେ |
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ