ଜଗତସିଂହପୁର, ଜଗତସିଂହପୁର ଜିଲ୍ଲା ସଦର ଥାନା ପଳାଶୋଳ ଗାଁରେ ଗୁଳିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଗୁଳି ମାଡ଼ରେ ଅଶୋକ କୁମାର ବରାଳ ଗୁରୁତର ହୋଇଛନ୍ତି । ଅଶୋକଙ୍କ ମୁଣ୍ଡରେ ଗୁଳି ବାଜିଛି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କିଛି ଝଗଡାକୁ ନେଇ ସେହି ଗାଁର ସତ୍ୟ ମହାନ୍ତି ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ଏକ ଚଢ଼େଇ ମରା ବନ୍ଧୁକରେ ଗୁଳିମାଡ଼ ସୂଚନା ରହିଛି । ଅଭିଯୁକ୍ତ ସତ୍ୟ ମହାନ୍ତିଙ୍କୁ ଗିରଫ କରି ବନ୍ଧୁକ ଜବତ କରିଛି ପୋଲିସ ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି