ଭୁବନେଶ୍ୱର, ନିଜ ଜନ୍ମକଲା ମା’ ତା ପୁଅକୁ ଖୁଣ୍ଟିରେ ବାନ୍ଧି ଜାଳି ଦେଇଛି । ଏଭଳି ଜଘନ୍ୟ କାଣ୍ଟ ଘଟିଛି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ନିକଟରେ ଥିବା ଏକ ଗାଁରେ । ନିଶାଖୋର ପୁଅର ନିର୍ଯାତନ ସହି ନପାରି ମା’ଏଭଳି କାଣ୍ଡ ଭିଆଇ ଥିବା ସୂଚନା ମିଳିଛି । ଆଶ୍ଚର୍ଯ୍ୟକର କଥାଯେ, ଏହି ଘଟଣାରେ ମୃତକଙ୍କ ବଡ଼ ଭାଇ ଓ ଭଉଣୀ ମଧ୍ୟ ସାମିଲ ଥିଲେ । ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନାଥାଉକି, ମୃତକ ଜଣଙ୍କ ପ୍ରତିଦିନ ନିଶା ସେବନ କରି ଘରେ ମାରପିଟ୍ କରନ୍ତି । ସବୁଦିନ ଭଳି ଗତକାଲି ମଧ୍ୟ ନିଜ ଭଉଣୀ ଉପରେ ଅତ୍ୟାଚାର କରିଥିଲେ । ଏହାକୁ ସହ୍ୟ କରିନପାରି ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଖୁଣ୍ଟିରେ ବାନ୍ଧି ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ