ଫାୟାର ପାର୍କ ଉଦ୍‌ଘାଟିତ, କେବଳ ଶନିବାର ମଜା ନେବେ ଦର୍ଶକ

ଭୁବନେଶ୍ୱର, ଅଗ୍ନିଶମ ବିଭାଗର ପୋର୍ଟାଲ ଓ ଫାୟାର ପାର୍କକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ୫-ଟି ଅଧୀନରେ ଏହି ପୋର୍ଟାଲ ଜରିଆରେ ଜନସାଧାରଣ ୧୬ଟି ସେବା ପାଇ ପାରିବେ।  ଏଠାରେ ଲୋକମାନଙ୍କୁ ଅଗ୍ନିକାଣ୍ଡରୁ ବଂଚିବା ନିମନ୍ତେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚେତନ କରାଯିବ। ଏହି ପାର୍କ ସବୁ ଶନିବାର ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ୨ଘଣ୍ଟା ଖୋଲା ରହିବ। ଏହି ପାର୍କରୁ ଅଗ୍ନି ନିରାପତ୍ତା ଓ ମୁକାବିଲା ସମ୍ପର୍କରେ ଲୋକେ ସଚେତନ ହୋଇପାରିବେ।

Leave A Reply

Your email address will not be published.