ଖୋଲିପାରେ ଶ୍ରୀମନ୍ଦିର, ଭକ୍ତଙ୍କ ମନରେ ଉତ୍କଣ୍ଠା

ପୁରୀ, ସରିଯାଇଛି ଛତିଶା ନିଯୋଗ ବୈଠକ । ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର । କିନ୍ତୁ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଭକ୍ତମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଏସ୍‌ଓପି ପ୍ରସ୍ତୁତ ହେବ ।

Leave A Reply

Your email address will not be published.