ପୁରୀ, ପୁରୀ ଶ୍ରୀମନ୍ଦିରରେ ସତ୍ୟବାଦୀ ତହସିଲଦାରଙ୍କ ପ୍ରବେଶ ପ୍ରସଙ୍ଗ । ବିଭାଗୀୟ ତଦନ୍ତ ଆରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ । ସୂଚନା ଅନୁସାରେ ଏସଓପି ଉଲ୍ଲଂଘନ କରି ପତ୍ନୀଙ୍କ ସହ ଦର୍ଶନ କରିଥିଲେ ତହସିଲଦାର |୨୭ ସନ୍ଧ୍ୟାର ଉତ୍ତର ଦ୍ବାର ସିସିଟିଭି ଫୁଟେଜ ଅନୁଧ୍ୟାନ କାରାଯାଉଛି । ସୁରକ୍ଷା ଅଧିକାରୀ ଓ ସୁବେଦାରଙ୍କୁ ପଚରାଉଚରା କରାଯାଉଛି ।
ଡିସେମ୍ବର ୨୩ରେ ଶ୍ରୀମନ୍ଦିର ଖୋଲିବା ପରେ ଭିତରକୁ ପ୍ରବେଶ ପାଇଁ ଏସଓପି ଜାରି କରାଯାଇଛି |ଏଇ କିଛି ଦିନ ତଳେ ତିନି ଜଣ ଏଏନଏମ କର୍ମଚାରୀ ମନ୍ଦିର ଭିତରକୁ ପ୍ରବେଶ କରି ଚାକିରିରୁ ନିଲମ୍ବିତ ହୋଇଥିଲେ |
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ