You are currently viewing ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିନ : ସରଗରମ ରହିପାରେ ବିଧାନସଭା

ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିନ : ସରଗରମ ରହିପାରେ ବିଧାନସଭା

ଏଏନଏସ : ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିନ। ଆଜି ବି ସରଗରମ ରହିପାରେ ବିଧାନସଭା। ପ୍ରଶ୍ନକାଳରେ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ନେଇ ଆଲୋଚନା ରହିଛି। ସେହିପରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ-ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟ ପ୍ରଶ୍ନକକାଳରେ ରହିଛି। ଏଥିସହ ଗୃହ ସ୍ୱାଭାବିକ ରହିପାରେ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଗତକାଲି ବାଚସ୍ପତି ଗୃହ ଭିତରକୁ ପାଣି ବୋତଲ, ମୋବାଇଲ ଉପରେ କଟକଣା ଲଗେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।