ଆଜି ରାଜ୍ୟରୁ ୯,୭୯୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର-୧୧.୦୫.୨୦୨୧, ଆଜି ରାଜ୍ୟରୁ ୯,୭୯୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୫୫୩୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୪୨୫୯ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୫୫୪୬୬୬, ସୁସ୍ଥ ସଂଖ୍ୟା ୪୫୭୫୬୬, ସମୁଦାୟ ସକ୍ରିୟ ସଂଖ୍ୟା ୯୪୮୨୯, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୯୭୦୬ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୧ ଆକ୍ରାନ୍ତ ଚିହ୍ନଟ ।

Leave A Reply

Your email address will not be published.