ରାୟଗଡ଼ା, ରାୟଗଡ଼ା ଜିଲ୍ଲାର ପୁଲିସ ପକ୍ଷରୁ ଚଡାଉ କରାଯାଇ୨୫କ୍ଵିଣ୍ଟାଲ ମହୁଲ ଜବତ ହୋଇଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ । ମିଳିଥିବା ସୂଚନା ଅନୁଯାୟୀ, ବେଆଇନ୍ ଭାବରେ ୨୫କ୍ଵିଣ୍ଟାଲ ମହୁଲ ଏକ ଗାଡିରେ ଚାଲଣ ବେଳେ ପୁଲିସ କୌଣସି ସୁତ୍ରରୁ ଖବର ପାଇ ଚଡାଉ କରି ଗାଡ଼ି ସହ ୨୫ କ୍ଵିଣ୍ଟାଲ ମହୁଲ ଜବତ କରିଥିଲେ। ଥାନାରେ ଏନେଇ ଏକ ମାମଲା ରୁଜୁ କରି ଦୁଇଜଣକୁ କୋର୍ଟ ଚାଲଣ କରାଯାଇଥିବା ସୁଚନା ମିଳିଛି। ଏହି ଘଟଣା ରାୟଗଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ