ଭିଜିଲାନ୍ସ ଜାଲରେ ସବରେଜିଷ୍ଟାର ଅଫିସର କିରାଣୀ

ଯାଜପୁର, ଯାଜପୁର ଜିଲ୍ଲାର ଧର୍ମଶାଳା ସବରେଜିଷ୍ଟାର ଅଫିସର କିରାଣୀ ରତ୍ନାକର ମହାନ୍ତିଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନସ ଚଢଉ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚହଟା ବାସଭବନ ସମେତ ତାଙ୍କ କାର୍ଯ୍ୟାଳୟ, ଶଶ୍ୱର ଘରରେ ଆଜି ଭୋରୁ ଭୋରୁ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ତେବେ ଚଢାଉ ବେଳେ ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.