କଟକ: କଟକରେ ମନ୍ଦିର ଖୋଲିବା ନେଇ ୭ ତାରିଖ ସୁଦ୍ଧା ହେବ ନିଷ୍ପତ୍ତି । କୋଭିଡ ଗାଇଡଲାଇନ ଅନୁଯାୟୀ ପର୍ଯ୍ୟାୟ କ୍ରମେ ଖୋଲାଯିବ ମନ୍ଦିର, ଏଥିପାଇଁ ସ୍ବତନ୍ତ୍ର SOP ପ୍ରସ୍ତୁତ ହେବ |ଏନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି |
ତେବେ ଦୀର୍ଘ ୯ମାସ ହେବ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଥିଲା |ବର୍ତ୍ତମାନ ସୁଦ୍ଧା ରାଜ୍ୟର କିଛି କିଛି ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନ ଖୋଲିଛି |କଟକ ଜିଲ୍ଲାରେ କୌଣସି ବି ମନ୍ଦିର ଖୋଲି ନଥିବାବେଳେ ୭ତାରିଖ ସୁଦ୍ଧା କଟକରେ ମନ୍ଦିର ଖୋଲିବ କି ନାହିଁ ଜଣାପଡିବ |
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ