୨୦୧୬ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

୨୦୧୫ ଓ ୨୦୧୬ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ୨୦୧୫ରେ ଉପନ୍ୟାସ ପାଇଁ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା । ସେହିପରି କ୍ଷୁଦ୍ର ଗଳ୍ପ ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବି ପାଇଁ ବୀଣାପାଣିଙ୍କୁ ଦିଆଯିବ…

Continue Reading୨୦୧୬ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

୪୮ଘଣ୍ଟା ବନ୍ଦ ପୋଲିସ ସେବା ଭବନ

ଏବେ ଲଗାତର ବହୁ ସଂଖ୍ୟକ ସଂକ୍ରମିତ ରାଜ୍ୟରେ ଚିହ୍ନଟ ହେଉଛନ୍ତି । ସେହିପରି ଭୁବନେଶ୍ୱର ଓ କଟକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସଂକ୍ରମଣ ଏଡ଼ାଇବାକୁ ୪୮ଘଣ୍ଟା ବନ୍ଦ ହେବ ପୋଲିସ ସେବା ଭବନ ।…

Continue Reading୪୮ଘଣ୍ଟା ବନ୍ଦ ପୋଲିସ ସେବା ଭବନ

ରାଜଧାନୀରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତ ଙ୍କ ସଂଖ୍ୟା

ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି ସ୍ମାର୍ଟ ସିଟି! ଆଜି ରାଜଧାନୀରୁ ଏକାସାଙ୍ଗରେ ୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬୦୦ ଟପି ଯାଇଛି।ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ଏହି ସୂଚନା ଦେବା ପରେ ରାଜଧାନୀବାସୀଙ୍କ…

Continue Readingରାଜଧାନୀରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତ ଙ୍କ ସଂଖ୍ୟା

ବିଧାନସଭା ସଟଡାଉନ୍

ବିଧାନସଭାକୁ ଆଜି ଦିନକ ପାଇଁ ସଟଡାଉନ୍‌ ଘୋଷଣା କରାଯାଇଛି। ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ ପଜିଟିଭ ଚିହ୍ନଟ ପରେ ଏପରି ପଦକ୍ଷେପ ନିଆଯାଇଛି। ସଟଡାଉନ୍‌ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ…

Continue Readingବିଧାନସଭା ସଟଡାଉନ୍

ହଜିଗଲେଣି ସାଧବ ବୋହୂ

ଆଉ ଦିଶୁନାହାଁନ୍ତି ଲାଲ ଟୁକୁଟୁକୁ ସାଧବ ବୋହୂ । ବର୍ଷା ଦିନ ଆସିଲେ କଅଁଳ ଘାସ ଉପରେ ଏହି ଲାଲ ପୋକ ଗୁଡ଼ିକ ଚାଲିଥିବା ସମୟରେ ପ୍ରକୃତି ଓ ପରିବେଶ ହସି ଉଠୁଥାଏ । ପ୍ରାକୃତିକ ପରିବେଶ ମଧ୍ୟରେ ଏହି ସାଧବ…

Continue Readingହଜିଗଲେଣି ସାଧବ ବୋହୂ

ସପ୍ତାହରେ ଦୁଇ ଦିନ ରାଉରକେଲା ମହାନଗର ସଟଡାଉନ୍

  • Post category:ଓଡିଶା
  • Reading time:1 mins read

ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଏହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି। ବିଶେଷ କରି ଜିଲ୍ଲାର ରାଉରକେଲା ମହାନଗରୀରେ ଏହା ଆଶାତୀତ ଭାବେ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଏଥିଲାଗି ରାଉରକେଲା ମହାନଗରୀକୁ ସପ୍ତାହାନ୍ତ ସଟଡାଉନ ଘୋଷଣା…

Continue Readingସପ୍ତାହରେ ଦୁଇ ଦିନ ରାଉରକେଲା ମହାନଗର ସଟଡାଉନ୍

ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା

ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ୪ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ମୃତକଙ୍କ ବୟସ ଯଥାକ୍ରମେ…

Continue Readingରାଜ୍ୟରେ ଆଉ ୪ ଜୀବନ ନେଲା କରୋନା

ଆଜି ସର୍ବାଧିକ ୭୫୫ଜଣ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଜି ସର୍ବାଧିକ ୭୫୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ…

Continue Readingଆଜି ସର୍ବାଧିକ ୭୫୫ଜଣ କରୋନା ପଜିଟିଭ୍ ଚିହ୍ନଟ

ପାରିବାରିକ କଳହର ଦାରୁଣ ପରିଣତି

(ଏଏନଏସ, ଉମେଶ ସାହୁ): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଢେ଼ଇଟିକର ଗାଁରେ ପାରିବାରିକ କଳହକୁ ନେଇ ଘଟିଛି ଏକ ହୃଦୟବିଦାରକ ଘଟଣା । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଦେଖାଦେଇଥିଲା ବିବାଦ । ପରେ ସେହି ବିବାଦକୁ କେନ୍ଦ୍ର କରି ସ୍ତ୍ରୀଙ୍କୁ…

Continue Readingପାରିବାରିକ କଳହର ଦାରୁଣ ପରିଣତି

ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ

(ଏଏନଏସ,ଉମେଶ ସାହୁ): ଯାଜପୁର ରୋଡ ଥାନା ଅନ୍ତର୍ଗତ ରାଛିପୁର ଗ୍ରାମ ନିକଟରେ ଜଣେ ଶିକ୍ଷୟତ୍ରୀଙ୍କୁ କେହି ଜଣେ ଦୁର୍ବୃତ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛି। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସାଙ୍ଗରେ ଥିବା ଜଣେ ଶିକ୍ଷକଙ୍କୁ ହାଣି…

Continue Readingଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ